Wednesday, January 21, 2026

ଶିଶୁ ସେବିକା ନିଯୁକ୍ତି - Appointment of Shishu Sebika in Nuapada district

ନୂଆପଡ଼ା ଜିଲ୍ଲାର ପ୍ରାଥମିକ ଶ୍ରେଣୀ ଥିବା ସମସ୍ତ ସରକାରୀ ବିଦ୍ୟାଳୟ ମାନଙ୍କର ଶିଶୁ ବାଟିକା ରେ ଶିଶୁ ସେବିକା ନିଯୁକ୍ତି ହେବେ। 

ସାକ୍ଷର ହୋଇଥିବା (ପାଠ ପଢା ଓ ଲେଖା ଜାଣିଥିବା) ୧୮ ରୁ ୪୫ ବର୍ଷ ବୟସ ସୀମା ମଧ୍ୟ ରେ ଥିବା  କେବଳ ମହିଳା ପ୍ରାର୍ଥୀ ବିଦ୍ୟାଳୟ ସ୍ତରରେ କରିପାରିବେ ଆବେଦନ । 

ଏହି ବିଜ୍ଞାପନ ର ଅଧିକ ବିବରଣୀ ଓ ଆବେଦନ ପତ୍ର download କରିବାପାଇଁ ତଳେ ଦିଆଯାଇଥିବା ଲିଙ୍କ ରେ କ୍ଲିକ୍ କରନ୍ତୁ ।